Thursday, February 5, 2026
16.8 C
Odisha

    ପୁଣି ଓଲଟିଲା ବସ୍, ୧୨ରୁ ଅଧିକ ଆହତ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର:ତପ୍ତପାଣି ଘାଟିରେ ବସ୍ ଓଲଟିବା ଖବର ସାମ୍ନାକୁ ଆସିଛି । ବସ୍ ଓଲଟିବାରୁ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ୧୨ ଜଣ ଆହତଙ୍କ ମଧ୍ୟରୁ ୨ ଜଣ ଯାତ୍ରୀ ଗୁରୁତର ଅଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଉଛି । ଯାତ୍ରୀବାହୀ ବସ ତପ୍ତପାଣି ଘାଟିରେ ଓଲଟିଛି । ବସ୍ ଓଲଟିବା ଯୋଗୁଁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହି ସମସ୍ତ ଆହତଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପାଟପୁର ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସରୁ ଯାତ୍ରୀଙ୍କୁ ଉଦ୍ଧାର କରୁଛନ୍ତି । ଏହି ବସଟିର ନାମ ଭୁବନେଶ୍ୱରୀ ବସ୍ । ଏହା ପୁରୀ ଅଭିମୁଖେ ଯାତ୍ରା କରୁଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.8 ° C
    16.8 °
    16.8 °
    55 %
    2.2kmh
    0 %
    Wed
    17 °
    Thu
    31 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ