Thursday, May 2, 2024
29.4 C
Odisha

    ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କଲେ ସରକାର, ଜାଣନ୍ତୁ କେତେ ମିଳିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:୧୦୮ ଆମ୍ବୁଲାନ୍ସ ଷ୍ଟାଫଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କଲେ ରାଜ୍ୟ ସରକାର । ଏବେ ଆମ୍ବୁଲାନ୍ସ ଡ୍ରାଇଭର, ହେଲପର ଏବଂ ଟେକ୍ନିସିଆନଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କରାଯାଇଛି । ଡ୍ରାଇଭର ଏବଂ ଟେକ୍ନିସିଆନଙ୍କୁ ମାସିକ ୫ହଜାର ଟଙ୍କା ମିଳିବ । ଏହା ବ୍ୟତୀତ ଆମ୍ବୁଲାନ୍ସ ହେଲପରଙ୍କୁ ମାସିକ ୩ ହଜାର ଟଙ୍କା ମିଳିବ ।
    ବର୍ତ୍ତମାନ ପାଉଥିବା ବେତନ ସହ ଅତିରିକ୍ତ ଭାବେ ପ୍ରୋତ୍ସାହନ ରାଶି ମିଳିବ । ପ୍ରୋତ୍ସାହନ ରାଶି ଚଳିତ ଫେବୃଆରୀ ମାସରୁ ମିଳିବ ବୋଲି ଘୋଷଣା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    33 %
    2.1kmh
    0 %
    Thu
    43 °
    Fri
    43 °
    Sat
    43 °
    Sun
    45 °
    Mon
    44 °

    ସମ୍ବନ୍ଧିତ