Sunday, August 9, 2026
24 C
Odisha

    ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍, ଲୋକଙ୍କୁ ସତର୍କ ସୂଚନା

    ଆଗକୁ ପଢନ୍ତୁ

    ସମ୍ବଲପୁର  : ହୀରାକୁଦ ଜଳଭଣ୍ଡାରକୁ ନେଇ ପୁଣିଥରେ ଆସିଛି ବଡ଼ ଖବର । ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢ଼ିବାରେ ଲାଗିଛି ଜଳସ୍ତର । ଗେଟ୍ ଖୋଲିବା ପୂର୍ବରୁ ସାଇରନ ମାଧ୍ୟମରେ ଲୋକମାନଙ୍କୁ ସତର୍କ କରାଯାଉଛି । ଜଳ ଭଣ୍ଡାରର ଜଳସ୍ତର ରହିଛି ୬୧୧. ୫୦ ଫୁଟ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୧ ଲକ୍ଷ ୫୭ ହଜ଼ାର ୪୪୨କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୩୩ହଜାର ୬୨ କ୍ୟୁସକ ଜଳ । କେତୋଟି ଗେଟ୍ ଖୋଲାଯିବ ସକାଳ ୮ଟା ପରେ ନିଷ୍ପତି ନିଆଯିବ ।

    ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ବାମ ପାର୍ଶ୍ବରୁ ୩ଟି ଓ ଡାହାଣ ପାର୍ଶ୍ବରୁ ଗୋଟିଏ ଗେଟ୍ ଖୋଲିବ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢ଼ିବାରେ ଲାଗିଛି ଜଳସ୍ତର । ଗେଟ୍ ଖୋଲିବା ପୂର୍ବରୁ ସାଇରନ ମାଧ୍ୟମରେ ଲୋକମାନଙ୍କୁସତର୍କ କରାଯାଉଛି। ଜଳ ଭଣ୍ଡାରର ଜଳସ୍ତର ରହିଛି ୬୧୧. ୫୦ ଫୁଟ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୧ ଲକ୍ଷ ୫୭ ହଜ଼ାର ୪୪୨କ୍ୟୁସେକ ଜଳ ପ୍ରବେଶ କରୁଛି ।  ନିଷ୍କାସିତ ହେଉଛି ୩୩ହଜାର ୬୨ କ୍ୟୁସକ ଜଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    96 %
    1.3kmh
    100 %
    Sun
    28 °
    Mon
    28 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ