Sunday, July 19, 2026
28.3 C
Odisha

    IHM ପରୀକ୍ଷାରେ ବଡ଼ ଜାଲିଆତି, ନକଲି ପରୀକ୍ଷାର୍ଥୀ ଦେଇ ଧରାପଡ଼ିଲେ ଅସଲି ପରୀକ୍ଷାର୍ଥୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ପରୀକ୍ଷାରେ ପାସ କରିବାକୁ ଜାଲିଆତି । ଅସଲ ବଦଳରେ ପରୀକ୍ଷା ଦେଲା ନକଲି ପରିକ୍ଷାର୍ଥୀ । ଧରାପଡ଼ିଲା କାରସାଦି ବାନ୍ଧିଲା ପୋଲିସ । ସର୍ବଭାରତୀୟ ଶିକ୍ଷାନୁଷ୍ଠାନ IHM ରେ ଅସଲି  ପରୀକ୍ଷାର୍ଥି ବଦଳରେ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେଇ ଧରାପଡ଼ିବା ପରେ ପୋଲିସ ଜଣଙ୍କୁ ଗିରଫ କରିଛି । ହରିୟାଣାର ସଚିନ କୁମାର କୁ ଗିରଫ କଲା ସହୀଦ ନଗର ଥାନା ପୋଲିସ । ଜୁନିୟର ଡିଭିଜନ କ୍ଲର୍କ ପଦବୀ ପାଇଁ ଇନଷ୍ଟିଚ୍ୟୁ ଅଫ ହୋଟେଲ ମ୍ୟାନେଜମେଣ୍ଟ କରିଥିଲେ ବଡ଼ କାରସାଦୀ । ଅସଲି ପରୀକ୍ଷାର୍ଥି ପରୀକ୍ଷା ନ ଦେଇ ଆଠ ଲକ୍ଷ ଟଙ୍କା ନେଇ ପାସ କରିବା ପାଇ ବଦଳରେ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେଇ ଭୁଆବୁଲାଇବାକୁ ଚେଷ୍ଟା କରିଥିଲେ ।  ଏହି ଅସଲ ପରୀକ୍ଷାର୍ଥୀ ନିଜ‌ପାଇ ପରୀକ୍ଷର୍ଥି ଯୋଗାଡ଼ କରିଥିବାରୁ ଅସଲି ପରୀକ୍ଷାର୍ଥୀ ଗିରଫ ପରେ ଏବେ ନକଲି ପରୀକ୍ଷାର୍ଥୀ ଖୋଜୁଛି ପୋଲିସ୍ । ଏନେଇ ସିସିଟିଭି ଓ ପାରିପାର୍ଶ୍ବିକ ପ୍ରମାଣ ଧରାପଡ଼ିବା ପରେ ଏନେଇ ସହୀଦନଗର ଥାନାରେIHMରେ ପକ୍ଷରୁ ଅଭିଯୋଗ ହୋଇଥିଲା  । ପରେ ଏନେଇ ଆକ୍ସନ ନେଇଛି କମିଶନରେଟ ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.3 ° C
    28.3 °
    28.3 °
    83 %
    0.3kmh
    91 %
    Sun
    27 °
    Mon
    29 °
    Tue
    28 °
    Wed
    28 °
    Thu
    28 °

    ସମ୍ବନ୍ଧିତ