Saturday, February 28, 2026
33.9 C
Odisha

    ପୁଣି ମୁଣ୍ଡ ନେଲା ପଳାଶୁଣି ଛକ; ମହିଳାଙ୍କୁ ଧକ୍କା ଦେଲା ଟ୍ରକ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପୁଣି ପଳାଶୁଣି ଛକ ନେଲା ମୁଣ୍ଡ । ରାସ୍ତା ପାର ହେଉଥିବା ବେଳେ ଚାଲିଗଲା ଜଣେ ମହିଳାଙ୍କ ଜୀବନ। ଦିନ ପ୍ରାୟ ୧୦ଟା ୩୦ ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ। ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୋଟିଏ ଟ୍ରକ ଧକ୍କା ଦେଇ ଫେରାର ହୋଇଯାଇଥିବା ସୂଚନା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.9 ° C
    33.9 °
    33.9 °
    15 %
    3.6kmh
    8 %
    Sat
    33 °
    Sun
    37 °
    Mon
    37 °
    Tue
    37 °
    Wed
    38 °

    ସମ୍ବନ୍ଧିତ