Sunday, February 22, 2026
25.3 C
Odisha

    ପୁରୀରେ କଂଗ୍ରେସ ପ୍ରାର୍ଥୀଙ୍କୁ ଆକ୍ରମଣ

    ଆଗକୁ ପଢନ୍ତୁ

    ସାରା ଓଡ଼ିଶାରେ ନିର୍ବାଚନ ମାହୋଲ ସରଗରମ ରହିଛି । ତେବେ ପୁରୀ ରାଜନୀତି ଏବେ ଚର୍ଚ୍ଚାରେ ରହିଥିବା ବେଳେ ଏଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପ୍ରଚାରରେ ବୁଲିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଥିବା ଜାଣିବାକୁ ମିଳିଛି । ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ଉମାବଲ୍ଲଭଙ୍କ ମୁଣ୍ଡରେ ଆଘାତ ଲାଗିଛି । ତେବେ ଏହି ଆକ୍ରମଣ ଘଟଣାକୁ ନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଏବଂ ଦଳୀୟ କର୍ମୀ । ତେବେ ନିର୍ବାଚନ ସମୟରେ ଜଣେ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ ମାମଲା ଅଞ୍ଚଳରେ ଉତ୍ତେଜନା ପରିସ୍ତିତି ସୃଷ୍ଟି କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    25 %
    2.4kmh
    0 %
    Sun
    27 °
    Mon
    35 °
    Tue
    34 °
    Wed
    34 °
    Thu
    35 °

    ସମ୍ବନ୍ଧିତ