Thursday, October 8, 2026
22.2 C
Odisha

    ପୁରୀରେ ଖଜା ଦୋକାନରେ ଚଢାଉ ; ବାସୀ ଚିନି ଶିରା, ନିମ୍ନମାନର ପାମୋଲିନ ତେଲର ହେଉଛି ବ୍ୟବହାର

    ଆଗକୁ ପଢନ୍ତୁ

    ପୁରୀ : ଖଜା ଦୋକାନରେ ଚଢାଉ। ଗୁରୁବାର ସକାଳୁ ସକାଳୁ ପୁରୀର କେତେକ ଖଜା ଓ ଗଜା ଦୋକାନରେ ଚଢାଉ କରାଯାଇ ଜୋରିମାନା ଆଦାୟ କରାଯାଇଛି। ଖଜା ଓ ଗଜା ପ୍ରସ୍ତୁତି କେନ୍ଦ୍ରରେ ଖାଦ୍ୟ ନିରାପତ୍ତା ଅଧିକାରୀ ଏବଂ ପୁଲିସ ମିଳିତ ଭାବେ ଏହି ଚଢାଉ କରିଛନ୍ତି। ଚଢାଉ ସମୟରେ ଖଜା ନିମ୍ନମାନର ପାମୋଲିନ ତେଲରେ ପ୍ରସ୍ତୁତ ହେଉଥିବା ସହ ଏଥିରେ ମାରାତ୍ମକ ରାସାୟନିକ ରଙ୍ଗ ବ୍ୟବହାର କରାଯାଉଛି। ୫/ ୭ ଦିନର ବାସୀ ଚିନି ଶିରାରେ ମଧ୍ୟ ଖଜା ପ୍ରସ୍ତୁତ ହେଉଛି ବୋଲି ଜଣାପଡ଼ିଛି। ପୁରୀ ଖଜା ନାମରେ ପର୍ଯ୍ୟଟକଙ୍କୁ ଠକୁଛନ୍ତି ବହୁ ଖଜା ବ୍ୟବସାୟୀ। ଏବେ ଘଟଣାର ତଦନ୍ତ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ