Monday, October 19, 2026
21.9 C
Odisha

    ପୁରୀରେ ମୁଖ୍ୟମନ୍ତ୍ରୀ , ଦର୍ଶନ କଲେ ପହଣ୍ଡି ବିଜେ

    ଆଗକୁ ପଢନ୍ତୁ

    ପୁରୀ : ଆଜି ପବିତ୍ର ସ୍ନାନପୂର୍ଣ୍ଣିମା। ଏନେଇ ପୁରୀ ବଡ଼ଦାଣ୍ଡରେ ଜନ ସମୁଦ୍ର ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ପୁରୀରେ ପହଞ୍ଚଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମଙ୍ଗଳ ଆଳତି ଦର୍ଶନ କରିଛନ୍ତି। ସେ ସ୍ନାନମଣ୍ଡପରେ ପହଣ୍ଡି ବିଜେ ଦର୍ଶନ କରିଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ ଏକ ଘଣ୍ଟାରୁ ଅଧିକ ସମୟ ରହିଥିଲେ। ସେ କହିଛନ୍ତି ଯେ, ନୀତିକାନ୍ତି ସମୟ ଅନୁସାରେ ସବୁ ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟ ଠିକ୍ ଭାବେ ଚାଲିଛି। ସ୍ନାନବେଦିରେ ଚତୁର୍ଦ୍ଧା ବିଗ୍ରହ। ଗୋଟି ପହଣ୍ଡିରେ ବିଜେ ହେଲେ ଶ୍ରୀବିଗ୍ରହ। ଦିନ ୧୨ଟା ୨୦ରୁ ଦାରୁଦିଅଁଙ୍କ ଦିବ୍ୟସ୍ନାନ। ହାତୀବେଶରେ ଦର୍ଶନ ଦେବେ ମହାବାହୁ। ସଂଧ୍ୟା ୭ଟା ୩୦ରୁ ସାହାଣମେଲା ଦର୍ଶନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ