Friday, October 2, 2026
22.9 C
Odisha

    ପୁରୀରେ ହେବ ବିମାନବନ୍ଦର

    ଆଗକୁ ପଢନ୍ତୁ

    ପୁରୀ : ପୁରୀରେ ନିର୍ମାଣ ହେବ ବିମାନବନ୍ଦର। ବିଧାନସଭାରେ ଏହି ଉତ୍ତର ଦେଇଛନ୍ତି ପରିବହନ ମନ୍ତ୍ରୀ। ପରିବହନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ ମନ୍ତ୍ରୀ ଏହା କହିଛନ୍ତି। ବିମାନବନ୍ଦର ପାଇଁ ୧୧୬୪ ଏକର ଜମି ଚୂଡ଼ାନ୍ତ ହୋଇଥିବା ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ