Friday, April 3, 2026
27 C
Odisha

    ପୁରୁଷ ମାନଙ୍କ ପାଇଁ ଲାଗୁ ହେଲା ଲାଡଲା ଭାଇ ଯୋଜନା

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ ଗୁଡିଏ ଯୋଜନାର ଶୁଭାରମ୍ଭ ବିଭିନ୍ନ ରାଜ୍ୟରେ କରାଯାଉଛି। ଯୋଜନା ସବୁବେଳେ ଲୋକମାନଙ୍କର ଆବଶ୍ୟକତାକୁ ଦେଖି କରାଯାଇଥାଏ l ସେଥିରେ କିଛିଟା ଯୋଜନା ମହିଳା ମାନଙ୍କ ପାଇଁ ଲାଗୁ ହୋଇଥିବା ବେଳେ ଆଉକିଛି ଯୋଜନା ବୟସ୍କ ଶ୍ରେଣୀର ଲୋକଙ୍କ ପାଇଁ ଲାଗୁ ହୋଇଥାଏ, କିଛି ଯୋଜନା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ବେଳେ ଆଉ କିଛି ଯୋଜନା କୃଷକମାନଙ୍କ ପାଇଁ ମଧ୍ୟ ରହିଛି lଏଥିରେ ଖୁବ କମ ଦେଖିବାକୁ ମିଳିଥାଏ ଯେ କୌଣସି ଯୋଜନା ପୁରୁଷ ମାନଙ୍କ ପାଇଁ ଲାଗୁ ହୋଇଥାଏ, କିନ୍ତୁ ନିକଟରେ ମହାରାଷ୍ଟ୍ର ସରକାର ରାଜ୍ୟର ପୁରୁଷ ମାନଙ୍କ ପାଇଁ ଲାଡଲା ଭାଇ ଯୋଜନା ଆରମ୍ଭ କରିଥିଲେ l ଏହି ଯୋଜନା ଅନୁସାରେ ପୁରୁଷ ମାନେ ବିଶେଷ ଭାବରେ ଲାଭାନ୍ବିତ ହେବେ, କିନ୍ତୁ ଏହା ପୁରୁଷଙ୍କ ପାଇଁ ସେଭଳି କୌଣସି ସ୍କିମ ନୁହେଁ l କେବଳ ଏହି ଯୋଜନା ଅନୁସାରେ ପୁରୁଷ ମାନେ କିଭଳି ସ୍ୱାବଲମ୍ବୀ ହେବେ ତାହା ସ୍ଥିର କରାଯିବ, ଏବଂ ସେଥିପାଇଁ ପଞ୍ଚାୟତ ଗୁଡିକରେ ଯୁବଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ପ୍ରଶିକ୍ଷଣ ଦିଆଯିବ ସହିତ ଆର୍ଥିକ ସହାୟତା ମଧ୍ୟ ଦିଆଯିବ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ