Friday, September 20, 2024
24.1 C
Odisha

    ପ୍ରବଳ ବର୍ଷିବ; କାଲି ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆସନ୍ତାକାଲି ପାଇଁ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି । ପ୍ରବଳ ବର୍ଷା ନେଇ ମୟୁରଭଞ୍ଜକୁ ରେଡ୍ ଆଲର୍ଟ ଜାରି କରିବା ସହ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସୃଷ୍ଟି ହୋଇଥିବା ଆଉ ଏକ ଲଘୁଚାପ ଯୋଗୁଁ ଆଜିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବାକୁ ଯାଉଛି । ତେବେ ବର୍ଷାର ଆଶଙ୍କା ଯୋଗୁଁ ଆସନ୍ତାକାଲି ପାଇଁ ୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ତାଲିକାରେ କେନ୍ଦୁଝର, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପୁଣି ମାଡ଼ି ଆସୁଛି ଆଉ ଏକ ବଡ଼ ଲଘୁଚାପ, ସମୁଦ୍ର ବଳ ଗୋଟାଇ ଶକ୍ତିଶାଳୀ ହେଉଛି, ପୁଣି ନେବ ଅବପାତର ରୂପ । ସୁମଦ୍ର ଅଶାନ୍ତ ରହିଥିବା ବେଳେ ସୃଷ୍ଟ ଲଘୁଚାପ ଧିରେ ଧିରେ ଭୟଙ୍କର ହେଉଛି । ଯାହାର ପ୍ରଭାବ ଅନେକ ଜିଲ୍ଲା ଉପରେ ପଡିବ । ଏଥର ଆଉ ନିସ୍ତାର ନାହିଁ ସବୁ କିଛି ଛାରଖାର କରିଦେବ । ସେପଟେ ବିଜୁଳି ଘଡଘହି ସାଙ୍ଗକୁ ବାଦଲଫଟା ବର୍ଷାରେ ଅଶନି, ଏପଟେ ଭୂସ୍ଫଳନ ହେବାର ମଧ୍ୟ ଅନେକ ସମ୍ଭାବନା ରହିଛି । ଏଥିପାଇଁ ଏସବୁ ୧୪ ଜିଲଲାକୁ ଚେତାବାନୀ ଦିଅଗଲାଣି ଘରୁ କେହି ନ ବାହରିବାକୁ ପରାମର୍ଶ ମଧ୍ୟ ଦିଆ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ