Saturday, March 7, 2026
35.2 C
Odisha

    ପ୍ରେମିକ ସାମ୍ନାରେ ପ୍ରେମିକାକୁ ଉଠେଇନେଲେ ଦୁର୍ବୁତ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଲୁମ୍ବିନି ବିହାରରେ ଯୁବତୀଙ୍କୁ ଉଠେଇ ନେଇଛନ୍ତି ଦୁର୍ବୃତ୍ତ। ପ୍ରେମିକା ଓ ପ୍ରେମିକ ବାଇକରେ ଯାଉଥିବାବେଳେ ହଠାତ୍ କାରରେ କିଛି ଲୋକ ସେମାନଙ୍କୁ ଅଟକେଇଥିଲେ। ପ୍ରେମିକଙ୍କୁ ମାଡ଼ମାରି ଆହତ କରିବା ପରେ ତାଙ୍କ ପ୍ରେମିକାଙ୍କୁ ଜୋର ଜବରଦସ୍ତ କାରରେ ବସେଇ ନେଇଯାଇଛନ୍ତି। ଘଟଣାର ସୂଚନା ପାଇବା ପରେ ଆହତ ଯୁବକଙ୍କୁ ଡାକ୍ତରଖାନା ନିଆଯାଇଛି। ଥାନାରେ ଏ ନେଇ ଅଭିଯୋଗ ହେବାସହ ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    21 %
    3.3kmh
    0 %
    Sat
    34 °
    Sun
    37 °
    Mon
    37 °
    Tue
    39 °
    Wed
    40 °

    ସମ୍ବନ୍ଧିତ