Sunday, February 1, 2026
19.9 C
Odisha

    ଫେକ୍ ସାର୍ଟିଫିକେଟ ଦେଇ ସିଆରପି ଚାକିରି

    ଆଗକୁ ପଢନ୍ତୁ

    -କନ୍ଧମାଳ: ଫେକ୍ ସାର୍ଟିଫିକେଟ ଦେଇ ସିଆରପି ଚାକିରି କରିଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ ବଳରେ ପ୍ରମାଣ ମିଳିଛି। କନ୍ଧମାଳ ରାଇକିଆ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ରାଇକିଆ ପେଟାମାହା ଗାଁର ପଦ୍ମିନୀ ନାୟକ ରାଇକିଆ ବ୍ଲକର ଓଏଲଏମ୍ ଓ ବିପିଏମ୍ ଜୟଦେବ ପ୍ରଧାନଙ୍କ ଅଧିନରେ ସିଆରପି ଭାବେ ପ୍ରାୟ ୩ ବର୍ଷ ହେବ ଚାକିରି କରୁଛନ୍ତି। କିନ୍ତୁ ପଦ୍ମିନୀ ଦଶମ ଶ୍ରେଣୀ ପାସ୍ ହୋଇନଥିବା ବେଳେ ତାଙ୍କୁ ସିଆରପି ଚାକିରି କିଭଳି ମିଳିଲା ବୋଲି ପ୍ରଶ୍ନ ଉଠିଛି। ପଦ୍ମିନୀ ଜି.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସିର୍କି ହାଇସ୍କୁଲରେ ପାଠ ପଢିଥିବା ନେଇ ସାର୍ଟିଫିକେଟରେ ଦର୍ଶାଇଥିଲେ। ଉକ୍ତ ସାର୍ଟିଫିକେଟ୍ ଫେକ୍ ହୋଇଥିବା ଜଣାପଡ଼ିଛି । ଘଟଣାରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.9 ° C
    19.9 °
    19.9 °
    49 %
    2kmh
    100 %
    Sun
    19 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ