Wednesday, December 31, 2025
13.2 C
Odisha

    ବଜ୍ରଘାତରେ ଭାଙ୍ଗିଲା ମନ୍ଦିର ଦଧି ନଉତି: ଯୁବତୀ ଆହତ, ଅଳ୍ପକେ ବର୍ତ୍ତିଲେ ୭ ବ୍ୟକ୍ତି

    ଆଗକୁ ପଢନ୍ତୁ

    ଭଦ୍ରକ : ବଜ୍ରଘାତରେ ଭାଙ୍ଗିଲା ମନ୍ଦିର ଦଧି ନଉତି । ଯୁବତୀ ଆହତ, ଅଳ୍ପକେ ବର୍ତ୍ତିଲେ ୭ ବ୍ୟକ୍ତି । ଭଦ୍ରକ ଚାନ୍ଦବାଲି ବ୍ଲକ ତେନ୍ତୁଳିଡିହ ପଂଚାୟତ ଗୁଆଳିବିନ୍ଧା ଗାଁରେ ଅଘଟଣ ଘଟିଛି । ଗତକାଲି ମୁକ୍ତେଶ୍ବର ମନ୍ଦିରରେ ଯୁବତୀ ଜଣକ ଧୂପ ଦେଉଥିବା ସମୟରେ ବଜ୍ରାପାତ ହୋଇଥିଲା । ଜୋର ଶବ୍ଦ ହେବା ସହ ମନ୍ଦିରର ଦଧି ନଉତି ଭାଙ୍ଗିଯାଇଥିଲା । ଫଳରେ ଯୁବତୀଙ୍କୁ ମୁଣ୍ଡ ଫାଟିଯାଇଛି । ମନ୍ଦିର ଭିତରେ ଥିବା ଅନ୍ୟ ୭ ଜଣ ବର୍ତ୍ତିଯାଇଛନ୍ତି । ମନ୍ଦିର ମରାମତି ପାଇଁ ସରକାର ସହାୟତା ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    13.2 ° C
    13.2 °
    13.2 °
    58 %
    1.5kmh
    61 %
    Wed
    28 °
    Thu
    29 °
    Fri
    28 °
    Sat
    28 °
    Sun
    27 °

    ସମ୍ବନ୍ଧିତ