Tuesday, September 29, 2026
23.6 C
Odisha

    ବଜ୍ରଘାତରେ ଭାଙ୍ଗିଲା ମନ୍ଦିର ଦଧି ନଉତି: ଯୁବତୀ ଆହତ, ଅଳ୍ପକେ ବର୍ତ୍ତିଲେ ୭ ବ୍ୟକ୍ତି

    ଆଗକୁ ପଢନ୍ତୁ

    ଭଦ୍ରକ : ବଜ୍ରଘାତରେ ଭାଙ୍ଗିଲା ମନ୍ଦିର ଦଧି ନଉତି । ଯୁବତୀ ଆହତ, ଅଳ୍ପକେ ବର୍ତ୍ତିଲେ ୭ ବ୍ୟକ୍ତି । ଭଦ୍ରକ ଚାନ୍ଦବାଲି ବ୍ଲକ ତେନ୍ତୁଳିଡିହ ପଂଚାୟତ ଗୁଆଳିବିନ୍ଧା ଗାଁରେ ଅଘଟଣ ଘଟିଛି । ଗତକାଲି ମୁକ୍ତେଶ୍ବର ମନ୍ଦିରରେ ଯୁବତୀ ଜଣକ ଧୂପ ଦେଉଥିବା ସମୟରେ ବଜ୍ରାପାତ ହୋଇଥିଲା । ଜୋର ଶବ୍ଦ ହେବା ସହ ମନ୍ଦିରର ଦଧି ନଉତି ଭାଙ୍ଗିଯାଇଥିଲା । ଫଳରେ ଯୁବତୀଙ୍କୁ ମୁଣ୍ଡ ଫାଟିଯାଇଛି । ମନ୍ଦିର ଭିତରେ ଥିବା ଅନ୍ୟ ୭ ଜଣ ବର୍ତ୍ତିଯାଇଛନ୍ତି । ମନ୍ଦିର ମରାମତି ପାଇଁ ସରକାର ସହାୟତା ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ