Friday, September 19, 2025
23.6 C
Odisha

    ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ କରୁଛି ପୋଲିସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ  I  ସନ୍ଦେହ ଘେରରେ ୨ ଯୁବତୀ  ।   ଝୁଲନ୍ତା ଅବସ୍ଥାରେ ଥିବା ଯୁବକଙ୍କ ନିକଟରୁ ମୋବାଇଲ ନେଇ ଛୁ ମାରିଲେ ୨ ଯୁବତୀ  ।  ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । CCTV ରେ ଯୁବତୀଙ୍କ ଫୋଟୋ ଆସିବା ପରେ ଏହାକୁ ଦେଖି ସମ୍ପୃକ୍ତ ୨ ଯୁବତୀଙ୍କୁ ଖୋଜୁଛି ବଡଗଡ ଥାନା ପୋଲିସ ।କ୍ରାଇମ ସିନରେ ଥିଲେ ଯୁବତୀ I ଶେଷଥର ପାଇଁ ସିସିଟିଭିରେ ଦୁଇ ଯୁବତୀଙ୍କୁ ଏକ ସ୍କୁଟିରେ ଛୁ ମାରୁଥିବା ଦେଖିବାକୁ ମିଳିଛି I ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି I ପୁଅର ଘର ଯାଜପୁର ଜିଲ୍ଲାର କୁଆଖିଆ ବୋଲି ଜଣାପଡିଛି । ତାଙ୍କ ନାମ ଶୁଭମ୍ ପଣ୍ଡା ବା ଗୁଡୁ । ଭୁବନେଶ୍ୱରରେ ଦୋକାନ କରିଥିଲେ ଶୁଭମ ।

    ଏବେ ଭୁବନେଶ୍ୱରରେ ପହଂଚିଛନ୍ତି ତାଙ୍କ ପରିବାର ଲୋକେ । କଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି କିମ୍ବା ତାଙ୍କୁ କିଏ ମାରିଦେଇଛି ସେ ନେଇ ଖୋଳତାଡ଼ କରୁଛି ପୋଲିସ I  CCTV ରେ ଆସୁଥିବା ସେ ଯୁବତୀ କିଏ, ମୃତ୍ୟୁ ସହ ତାଙ୍କର କିଛି ସମ୍ପର୍କ ଅଛି କି ନାହିଁ ସବୁ ଦିଗରୁ ତଦନ୍ତ କରୁଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.6 ° C
    23.6 °
    23.6 °
    91 %
    0.9kmh
    24 %
    Fri
    31 °
    Sat
    32 °
    Sun
    31 °
    Mon
    30 °
    Tue
    31 °

    ସମ୍ବନ୍ଧିତ