Monday, August 24, 2026
24.5 C
Odisha

    ବଡ଼ ନାଗ ସହିତ ୨୯ଟି ଛୋଟ ସାପ ଉଦ୍ଧାର

    ଆଗକୁ ପଢନ୍ତୁ

    ଭଦ୍ରକ: ଲାଟିନ ଭିତରୁ ଉଦ୍ଧାର ହେଲା ମାଳ ମାଳ ନାଗ । ଗୋଟିଏ ବଡ଼ ନାଗ ସହିତ ୨୯ଟି ଛୋଟ ନାଗ ସାପ ଉଦ୍ଧାର । ଭଦ୍ରକ ବନ୍ତ ଥାନା ତରାଗ ନାୟକ ସାହିର ସୁରେନ୍ଦ୍ର ସାମଲଙ୍କ ଘରୁ ବାହାରିଛି ସାପ । ଘର ବାହାରେ ଥିବା ଲାଟିନ ଭିତରୁ ନାଗ ସାପକୁ ଉଦ୍ଧାର କରାଯାଇଛି । ସୁରେନ୍ଦ୍ର ଶୌଚ ହେବାକୁ ଯାଇଥିବା ବେଳେ ଲାଟିନି ଭିତରେ ସାପ ଦେଖିଥିଲେ । ଏହାପରେ ଭୟଭୀତ ହୋଇ ତୁରନ୍ତ ସାପ ଧରାଳି ମିର୍ଜା ଆରିଫଙ୍କୁ ଖବର ଦେଇଥିଲେ । ମିର୍ଜା ନାଗୁଣୀ ସହିତ ୨୯ଟି ନାଗ ଛୁଆଙ୍କୁ ଉଦ୍ଧାର କରିଛନ୍ତି । ପରେ ସାପ ଗୁଡିକୁ ହଦ ଗଡ଼ ଜଙ୍ଗଲରେ ଛାଡି ଦିଆଯାଇଛି ।

    ଅନ୍ୟପଟେ, ଯାଜପୁର ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ ଚନ୍ଦୁକୁଡା ଗାଁରୁ ୨୩ ନାଗ ଛୁଆ ଉଦ୍ଧାର ହୋଇଛି । ଗୌରାଙ୍ଗ ଜେନାଙ୍କ ବେଡ୍ ରୁମ୍ ରୁ ୨୩ଟି ନାଗଛୁଆ ଉଦ୍ଧାର ହୋଇଛି । ସୋମବାର ରାତିରେ ଗୌରାଙ୍ଗ ଜେନା ତାଙ୍କ ଶୋଇବା ଘରେ ଏକ ଛୋଟ ସାପ ବୁଲୁଥିବା ଦେଖି ତାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    94 %
    1.3kmh
    100 %
    Sun
    24 °
    Mon
    27 °
    Tue
    28 °
    Wed
    28 °
    Thu
    26 °

    ସମ୍ବନ୍ଧିତ