Thursday, February 5, 2026
16.8 C
Odisha

    ବଢ଼ିଲା ସାପ କାମୁଡ଼ା ମୃତ୍ୟୁ କ୍ଷତିପୂରଣ ରାଶି! କେନ୍ଦ୍ରକୁ ସୁପାରିଶ କରିଛନ୍ତି ରାଜ୍ୟ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସାପ କାମୁଡ଼ା, ବଜ୍ରପାତ ଓ ପାଣିରେ ବୁଡ଼ି ମୃତ୍ୟୁରେ ବଢ଼ିପାରେ କ୍ଷତିପୂରଣ । ଏ ନେଇ କେନ୍ଦ୍ରକୁ ସୁପାରିଶ କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସାପକାମୁଡ଼ା, ବଜ୍ରପାତ ଓ ପାଣିରେ ବୁଡି ମୃତ୍ୟୁରେ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳୁଛି । ଏହା କିନ୍ତୁ ପର୍ଯ୍ୟାପ୍ତ ହେଉ ନାହିଁ । ତେଣୁ ଏହାକୁ ବୃଦ୍ଧି କରିବାକୁ ସୁପାରିଶ କରାଯାଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.8 ° C
    16.8 °
    16.8 °
    55 %
    2.2kmh
    0 %
    Wed
    17 °
    Thu
    31 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ