Monday, September 14, 2026
29.6 C
Odisha

    ବଦଳିଲା ଓଡ଼ିଶାର ସହର ଓ ଜିଲ୍ଲାର ଇଂରାଜୀ ନାମ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନର ଭୁଲ୍ ଇଂରାଜୀ ନାମର ସଂଶୋଧନ କରାଯାଇଛି । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୬ ଜିଲ୍ଲାର ବିଭିନ୍ନ ସ୍ଥାନର ଭୁଲ୍ ଇଂରାଜୀ ନାମ ସଂଶୋଧନ ହୋଇଛି । Angulର ଇଂରାଜୀ ନାମ ସଂଶୋଧନ ହୋଇ ANUGOLA ହୋଇଛି । ସେହିପରି Pallaharaର ଇଂରାଜୀ ନାମ PALALAHADA କରାଯାଇଛି । CUTTACK ହୋଇଛି KATAKA । BALASORE ହୋଇଛି BALESHWAR । SORO ହୋଇଛି SORA,  BARGARHର ଇଂରାଜୀ ନାମ BARAGADA ହୋଇଛି । Berhampur ହୋଇଛି BRAHMAPUR । KANDHAMAL ହେଲା KANDHAMALA । Aul ହୋଇଛି AALI । ଏପଟେ KHURDAରୁ KHORDHA ଓ KEONJHAR ଏବେ KENDUJHARA ହୋଇଛି  ।

    ଅନୁଗୋଳ Angul ANUGOLA
    ପାଳଲହଡ଼ା Pallahara PALALAHADA
    ତାଳଚେର Talcher TALACHER
    ବଲାଙ୍ଗୀର Bolangir BALANGIR
    ବଙ୍ଗୋମୁଣ୍ତା Bangamunda BANGOMUNDA
    ବାଲେଶ୍ବର Balasore BALESHWAR
    ନୀଳଗିରି Nilgiri NILAGIRI
    ସୋର Soro SORA
    ବରଗଡ଼ Bargarh BARAGADA
    ରାଜବୋଡ଼ାସମ୍ବର Rajborasambar RAJBODASAMBAR
    ବନ୍ତି Bonth BANTA
    ବୌଦ୍ଧଗଡ଼ Boudhgarh BOUDHAGADA
    କଟକ Cuttack KATAKA
    ସାଲେପୁର Salipur SALEPUR
    ବଡ଼ମ୍ବା Baramba BADAMBA
    ଆଠଗଡ଼ Athagarh ATHAGADA
    ଦେବଗଡ଼ Deogarh DEBAGADA
    ରିଆମାଳ Reamal RIAMAL
    ବ୍ରହ୍ମପୁର Berhampur BRAHMAPUR
    ହିଞ୍ଜିଳିକାଟୁ Hinjilicut HINJILIKATU
    ଆସିକା Aska ASIKA
    ସୋରଡା Surada SORADA
    ଦଶରଥପୁର Dasarathpur DASHARATHPUR
    ଧର୍ମଶାଳା Dharmasala DHARMASHALA
    ବେଲପାହାଡ଼ Belpahar BELPAHAD
    ଜୁନାଗଡ଼ Junagarh JUNAGADA
    ଧର୍ମଗଡ଼ Dharamgarh DHARMAGADA
    ଜୟପାଟଣା Jaipatna JAYAPATANA
    ଲାଞ୍ଜିଗଡ଼ Lanjigarh LANJIGADA
    ଭବାନୀପାଟଣା Bhawanipatna BHABANIPATANA
    କନ୍ଧମାଳ Kandhamal KANDHAMALA
    କେନ୍ଦ୍ରାପଡ଼ା Kendrapara KENDRAPADA
    ଆଳି Aul AALI
    ମହାକାଳପଡ଼ା Mahakalapara MAHAKALAPADA
    କେନ୍ଦୁଝର Keonjhar KENDUJHAR
    ବଡ଼ବିଲ Barbil BADABIL

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.6 ° C
    29.6 °
    29.6 °
    65 %
    2.1kmh
    11 %
    Mon
    29 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ