Wednesday, April 8, 2026
27.4 C
Odisha

    ବସ୍‌ଷ୍ଟାଣ୍ଡରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ବସ୍‌ଷ୍ଟାଣ୍ଡରେ ଅଭାବନୀୟ ଘଟଣା ଘଟିଛି। ଭରତପୁର ଥାନା ଘାଟିକିଆ ବସ୍‌ଷ୍ଟାଣ୍ଡରୁ ଜଣେ ମହିଳାଙ୍କର ଗଳିତ ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.4 ° C
    27.4 °
    27.4 °
    52 %
    2kmh
    6 %
    Wed
    28 °
    Thu
    38 °
    Fri
    38 °
    Sat
    39 °
    Sun
    42 °

    ସମ୍ବନ୍ଧିତ