Friday, November 21, 2025
28.1 C
Odisha

    ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କଡ଼ା ଚେକିଂ

    ଆଗକୁ ପଢନ୍ତୁ

    ଚାନ୍ଦବାଲି  : ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କଡ଼ା ଚେକିଂ । ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ କଡ଼ା ଚେକିଂ କରାଯାଉଛି ।  ସମୁଦ୍ର ମଧ୍ୟକୁ ଯାଉଥିବା ବିଭିନ୍ନ ବୋଟ୍ ଉପରେ ପୋଲିସର ନଜର ରହିଛି ।  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଅବାଧରେ ବସବାସ କରୁଛନ୍ତି ବାଂଲାଦେଶୀ ଅନୁପ୍ରବେଶ କାରୀ । ହେଲେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି ।  ସେମାନଙ୍କୁ ଚିହ୍ନଟ କରିବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ହେଉଛି।

    ଚାନ୍ଦବାଲି ବ୍ଲକରେ ଦୋସିଙ୍ଗା, କଇଥଖୋଲା, କରଞ୍ଜମାଳ,ଧାମରା, ଚଡଦିଆ ଆଦି ସ୍ଥାନରେ ସେମାନଙ୍କ ସଂଖ୍ୟା ବଢିଚାଲିଛି ।  ସମୁଦ୍ର ପଥ ଦେଇ ଜଳପଥରେ ଅତି ସହଜରେ ଧାମରା ଉପକୂଳରେ ଅନୁପ୍ରବଶକାରୀ ମାନେ ଧାମରାର ବିଭିନ୍ନ ଅଂଚଳକୁ ଅବାଧରେ ପ୍ରବେଶ କରିପାରୁଛନ୍ତି ।  ତେବେ ଅତିରିକ୍ତ ଏସପି କହିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ପରିଚୟ ପତ୍ର ଯାଞ୍ଚ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.1 ° C
    28.1 °
    28.1 °
    51 %
    1.6kmh
    0 %
    Fri
    28 °
    Sat
    28 °
    Sun
    28 °
    Mon
    28 °
    Tue
    27 °

    ସମ୍ବନ୍ଧିତ