Tuesday, March 31, 2026
30.9 C
Odisha

    ବାଇକ୍ ରୁ ଖସି ସ୍ତ୍ରୀ ମୃତ

    ଆଗକୁ ପଢନ୍ତୁ

    ବୌଦ୍ଧ : ବାହାଘର ଭୋଜି ଖାଇ ଘରକୁ ଫେରୁଥିବା ସମୟରେ ଆଠମଲ୍ଲିକ ମାଣତ୍ରୀ ପୋଲ ନିକଟରେ ବାଇକ୍ ରୁ ଖସି ପଡ଼ିଲେ ସ୍ତ୍ରୀ । ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡ଼ିକାଲ୍ କୁ ଭର୍ତ୍ତି ମେଡ଼ିକାଲରେ ମୃତ ଘୋଷଣା କଲେ ଡାକ୍ତର ମୃତକ ହେଲେ ପ୍ରେମାଞ୍ଜଳୀ ଲଉରିଆ ( ୪୦) ବୌଦ୍ଧ ଜିଲ୍ଲାର ଧଳପୁର ଗ୍ରାମର ବୋଲି ସୂଚନା  ମିଳିଛି  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.9 ° C
    30.9 °
    30.9 °
    27 %
    0.9kmh
    45 %
    Tue
    32 °
    Wed
    39 °
    Thu
    40 °
    Fri
    40 °
    Sat
    40 °

    ସମ୍ବନ୍ଧିତ