Saturday, February 21, 2026
22.1 C
Odisha

    ବାଘ ଛାଲ ବିକ୍ରି ରାକେଟରେ ବିଟେକ ଛାତ୍ର, ୩୦ ଲକ୍ଷର ଡିଲ ବେଳେ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବାଘ ଛାଲ ବିକ୍ରି ରାକେଟରେ ବିଟେକ ଛାତ୍ର । ୩୦ ଲକ୍ଷର ଡିଲ ବେଳେ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ । ଗୋଟିଏ ବାଘ ଛାଲ ଜବତ । ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ୱରର ଏକ ତାରକା ହୋଟେଲ କଡ଼ରେ ଡିଲ ବେଳେ ଧରାପଡ଼ିଛି ଏହି ରାକେଟ । ରୋହିତ ମହାପାତ୍ର ନାମକ ଜଣେ କଣ୍ଟ୍ରାକ୍ଟର ଜରିଆରେ ଡିଲ ବେଳେ ଦୁଇ ବିଟେକ ଛାତ୍ରଙ୍କ ସହ ମୋଟ ତିନି ଜଣ ଧରାପଡିଛନ୍ତି । ଟ୍ବିନିସିଟିରେ ବାଘ ଛାଲ ରାକେଟ ପଛରେ ଏକ ବଡ଼ ରାକେଟ କାମ କରୁଥିବା ସଂଦେହ କରୁଛି କମିଶନରେଟ ପୋଲିସ । ରାଉରକେଲା ଯାଏ ଏହାର ଚେର ଲମ୍ବିଥିବା ପୋଲିସ କମିସନର ସୂଚନା ଦେଇଛନ୍ତି । ଏନେଇ ରିମାଣ୍ଡରେ ନେଇ ପଚରାଉଚରା ପରେ ରାକେଟର ଖୁଲାସା ହେବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    39 %
    2.4kmh
    9 %
    Sat
    23 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ