Thursday, January 8, 2026
25.6 C
Odisha

    ବାତ୍ୟା ‘ଦାନା’ ପାଇଁ ୩ ଲକ୍ଷ ଲୋକ ସ୍ଥାନାନ୍ତର: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ବାତ୍ୟା ‘ଦାନା’ ପାଇଁ ଉପକୂଳ ଜିଲ୍ଲାଗୁଡ଼ିକରୁ ୩ ଲକ୍ଷ ଲୋକ ସ୍ଥାନାନ୍ତର କରାଯାଇଛି। ଗୁରୁବାର ବାତ୍ୟା ମୁକାବିଲା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି।
    ସେ କହିଛନ୍ତି ଯେ,୧୬୫୩ ଗାଁରୁ ୩ ଲକ୍ଷ ୬୨ ହଜାର ଲୋକ ସ୍ଥାନାନ୍ତର ହେବେ Iଏଯାବତ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.6 ° C
    25.6 °
    25.6 °
    14 %
    2.4kmh
    44 %
    Thu
    23 °
    Fri
    26 °
    Sat
    26 °
    Sun
    27 °
    Mon
    29 °

    ସମ୍ବନ୍ଧିତ