Saturday, November 23, 2024
14.7 C
Odisha

    ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ନନ୍ଦନକାନନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବାତ୍ୟା ପାଇଁ ଅକ୍ଟୋବର ୨୪ ଓ ୨୫ ତାରିଖରେ ବନ୍ଦ ରହିବ ନନ୍ଦନକାନନ । ବାତ୍ୟା ଦାନା ଯୋଗୁଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ବାତ୍ୟା ସମୟରେ ନନ୍ଦନକାନନରେ ରହିଥିବା ଜୀବଜନ୍ତୁଙ୍କ ଜୀବନର ସୁରକ୍ଷା ପାଇଁ ସେମାନଙ୍କୁ ସୁରକ୍ଷିତ ଭାବେ ରଖାଯିବ । ସେଥିପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି । ଜୀବଜନ୍ତୁଙ୍କ ପାଇଁ ବିପୁଳ ମାତ୍ରାରେ ଖାଦ୍ୟଶସ୍ୟ ରଖା ହୋଇଛି । ଏନେଇ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ ବୋଲି ପିସିସି ଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    14.7 ° C
    14.7 °
    14.7 °
    75 %
    1.3kmh
    22 %
    Sat
    26 °
    Sun
    26 °
    Mon
    25 °
    Tue
    26 °
    Wed
    25 °

    ସମ୍ବନ୍ଧିତ