Thursday, May 7, 2026
26.3 C
Odisha

    ବାବା ଭେଙ୍ଗାଙ୍କ ସବୁଠୁ ଭୟଙ୍କର ଭବିଷ୍ୟବାଣୀ

    ଆଗକୁ ପଢନ୍ତୁ

    ଭବିଷ୍ୟଦ୍ରଷ୍ଟା ବାବା ଭାଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଛି । ତାଙ୍କ କହିବା ଅନୁସାରେ୨୦୨୪ ମସିହା ଅତ୍ୟନ୍ତ ଅଶାନ୍ତ ରହିବ ବୋଲି ବାବା ଭେଙ୍ଗା ଦଶନ୍ଧି ପୂର୍ବରୁ କହିଥିଲେ। ଆଗରୁ ଭୂମିକମ୍ପ, ଅଦିନିଆ ବର୍ଷା ଓ ମରୁଭୂମିରେ ବନ୍ୟା ଭଳି ଅନେକ ପୂର୍ବାନୁମାନ କରାଯାଇଥିଲା ଯାହା ସତ ସାବ୍ୟସ୍ତ ହୋଇଥିଲା। ଏପରିକି ବାବା ଭେଙ୍ଗା ମଧ୍ୟ ସୌର ଝଡ଼ର ପୂର୍ବାନୁମାନ କରିଥିଲେ। ତେବେ ଏହା କେବେ ଓ କେଉଁଠି ଆସିବ ତାକୁ ନେଇ ସାରା ବିଶ୍ୱର ଲୋକେ ଭୟଭୀତ ହୋଇପଡିଛନ୍ତି । ଜାଣନ୍ତୁ, ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ବାବା ଭେଙ୍ଗା ଏବଂ ତାଙ୍କ ଭବିଷ୍ୟବାଣୀରେ ବିଶ୍ୱାସ କରନ୍ତି । ଯଦି ପ୍ରକୃତରେ ସୌର ଝଡ଼ ଆସେ ତେବେ ପୃଥିବୀରେ କେତେ କ୍ଷୟକ୍ଷତି ହୋଇପାରେ ତାହା ଆକଳନ କରିବା କଷ୍ଟକର ବୋଲି ଲୋକେ ଆଶଙ୍କା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.3 ° C
    26.3 °
    26.3 °
    73 %
    1.9kmh
    12 %
    Thu
    27 °
    Fri
    39 °
    Sat
    40 °
    Sun
    41 °
    Mon
    39 °

    ସମ୍ବନ୍ଧିତ