Friday, October 2, 2026
30.6 C
Odisha

    ବାରହା ଆକ୍ରମଣରେ ମହିଳା ମୃତ, ଆହତ ମେଡିକାଲରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ବ୍ରହ୍ମଗିରି : ବାରହା ଆକ୍ରମଣରେ ଜଣେ ମହିଳା ମୃତ ଓ ଜଣେ ମହିଳା ଆହତ। ବ୍ରହ୍ମଗିରି ସାତପଡ଼ା ନିକଟ ବଳଭଦ୍ରପୁର ଗାଁର ପଦ୍ମାବତୀ ଜାଲି ଓ ବ୍ରାହ୍ମଣୀ ଦଳାଇ ବାରହା ଆକ୍ରମଣ କରିଥିଲା । ବାରହା ପଦ୍ମାବତୀ ଜାଲିଙ୍କ ହାତ, ମୁହଁ ଓ ପେଟକୁ କାମୁଡ଼ି ବାରୁ ସେ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପଦ୍ମାବତୀଙ୍କୁ ବ୍ରାହ୍ମଣୀ ଦଳାଇ ବଞ୍ଚାଇବା ପାଇଁ ଯାଇଥିବା ବେଳେ ତାଙ୍କୁ ବାରହା ଆକ୍ରମଣ କରିଥିଲା । ପଦ୍ମାବତୀଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ