Wednesday, May 13, 2026
23.1 C
Odisha

    ବାଲେଶ୍ବରରେ ସୋସିଆଲ ମିଡିଆ ପାଇଁ ନିର୍ଦ୍ଦେଶାବଳୀ, ସାମ୍ପ୍ରଦାୟିକ ଭାବନାକୁ ଆହତ କରୁଥିବା ପୋଷ୍ଟକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ

    ଆଗକୁ ପଢନ୍ତୁ

    ବାଲେଶ୍ବର: ବାଲେଶ୍ବରରେ ସୋସିଆଲ ମିଡିଆ ପାଇଁ ନିର୍ଦ୍ଦେଶାବଳୀ । ବାଲେଶ୍ବର ପୋଲିସ ପକ୍ଷରୁ ସୋସିଆଲ ମିଡିଆ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସମ୍ପ୍ରଦାୟ ଆଧାରରେ ଘୃଣାତ୍ମକ ପୋଷ୍ଟ ନ କରିବାକୁ ପରାମର୍ଶ ଦିଆଯାଇଛି । ସାମ୍ପ୍ରଦାୟିକ ଭାବନାକୁ ଆହତ କରୁଥିବା ପୋଷ୍ଟକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ । ସୋସିଆଲ ମିଡିଆରେ ଏପରି ପୋଷ୍ଟ ଦେଖିଲେ ଜିଲ୍ଲା ଓ ପୋଲିସ ପ୍ରଶାସନକୁ ଅବଗତ କରାନ୍ତୁ । ପ୍ରମାଣ ସ୍ବରୁପ ଲିଙ୍କ୍ ଓ ସ୍କ୍ରିନସଟ୍ ସଂରକ୍ଷଣ କରି ପ୍ରଶାସନକୁ ଜଣାଇପାରିବେ । କେବଳ ସମ୍ମାନଜନକ ଆଲୋଚନା ଓ ସଠିକ ସୂଚନାକୁ ପ୍ରୋତ୍ସାହିତ କରିବାକୁ ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି। ନିୟମ ଉଲ୍ଲଂଘନ କଲେ କଡ଼ା ପଦକ୍ଷେପର ଚେତାବନୀ ଦିଅଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.1 ° C
    23.1 °
    23.1 °
    93 %
    2.4kmh
    11 %
    Wed
    40 °
    Thu
    43 °
    Fri
    44 °
    Sat
    43 °
    Sun
    42 °

    ସମ୍ବନ୍ଧିତ