Friday, October 9, 2026
28.3 C
Odisha

    ବାଲେଶ୍ୱର ଓ ବଳଙ୍ଗା ପରେ ପଟ୍ଟାମୁଣ୍ଡାଇରେ ଜିଅନ୍ତା ଜଳିଗଲେ ଯୁବତୀ

    ଆଗକୁ ପଢନ୍ତୁ

    ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ଲଜ୍ଜା ଜଣକ ଘଟଣା ବଢି ଚାଲିଛି। ନାରୀ ନିର୍ଯ୍ୟାତନା ନିଆଁ ରେ ଜଳୁଛି ଅଥଚ ଦୋଷୀଙ୍କୁ ଧରି ପାରୁନି ପୋଲିସ। ବାଲେଶ୍ଵର ଜିଲା ଫକୀରମୋହନ ବିଶ୍ୱଦ୍ୟାଳୟ ପରେ ବଳଙ୍ଗାରେ ନାରୀ ଜଳିଥିଲା। ପୁଣି ଆଜି କେନ୍ଦ୍ରାପଡ଼ରା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଘର ଭିତରେ ଜଣେ ଯୁବତୀ ଜିଅନ୍ତା ଜଳିଯାଇଛନ୍ତି। ତେବେ ଯୁବତୀ ଜଣଙ୍କ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ। ତେବେ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ। କେହି ଜଣେ ବ୍ଲାକ୍ମେଲିଂ କରୁଥିବା ତାଙ୍କ ବାପା ଅଭିଯୋଗ ଆଧାରରେ ଜଣାଇଛନ୍ତି। ପୋଲିସ ପହଞ୍ଚି ନ ଥିବାରୁ ଘଟଣା ସମ୍ପର୍କରେ କିଛି ଜଣାପଡ଼ି ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    72 %
    1.6kmh
    0 %
    Fri
    26 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ