Wednesday, September 9, 2026
25.2 C
Odisha

    ବାଲେଶ୍ୱର ସହରରେ କାଳବୈଶାଖୀ ତାଣ୍ଡବରେ ଉପୁଡ଼ିଲା ଗଛ, ଯାତାୟତ ଠପ୍

    ଆଗକୁ ପଢନ୍ତୁ

    ବାଲେଶ୍ବର: ବାଲେଶ୍ୱର ସହରରେ କାଳବୈଶାଖୀ ତାଣ୍ଡବ । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ତାର ଛିଣ୍ଡି ଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ସଫେଇ କାମ ଜାରି ରଖିଛନ୍ତି। କାଳବୈଶାଖୀ ବର୍ଷା ପାଇଁ ଲୋକଙ୍କୁ ଗରମରୁ କିଛିଟା ଆଶ୍ବସ୍ତି ଅନୁଭବ କରିଛନ୍ତି ।

    ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ମଧ୍ୟ ଗଂଜାମ ଜିଲ୍ଲା ଭଞ୍ଜନଗର ଠାରେ ଚାଲିଥିବା ଠାକୁରାଣୀ ଯାତ୍ରା ସମୟରେ ଘଟିଥିଲା । ଠାକୁରାଣୀ ଯାତ୍ରାରେ କାଳବୈଶାଖୀ ପ୍ରଭାବ । ବର୍ଷାରେ ଭିଜିଭିଜି ନଗର ଭ୍ରମଣ କଲେ ଠାକୁରାଣୀ । ଦୀର୍ଘ ଦେଢଘଣ୍ଟା ଧରି ବର୍ଷାରେ ଭିଜିଲା ଯାତ୍ରାପଡିଆ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ମେଲୋଡି ମଞ୍ଚ । ବର୍ଷା-ପବନରୁ ତ୍ରାହି ପାଇବାପାଇଁ ଦୌଡିଲେ ହଜାର ହଜାର ଜନସାଧାରଣ । ବଡ଼ବଡ଼ ଦୁଇଟି ତୋରଣ ଭାଙ୍ଗିବା ସାଙ୍ଗକୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.2 ° C
    25.2 °
    25.2 °
    91 %
    1kmh
    100 %
    Wed
    26 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ