Tuesday, September 29, 2026
23.6 C
Odisha

    ବାସ୍ତୁ ଅନୁସାରେ ଘରେ ଲଗାନ୍ତୁ ହନୁମାନଙ୍କର ଏପରି ପ୍ରତିମା, ଦୂର ହୋଇଥାଏ ବହୁ ସମସ୍ୟା

    ଆଗକୁ ପଢନ୍ତୁ

    ସମସ୍ତେ ନିଜ ଘରର ସୁଖ ଶାନ୍ତି ପାଇଁ ଏବଂ ସୁଖମୟ ଜୀବନ ପାଇଁ ସକାଳେ ସନ୍ଧ୍ୟାରେ ନିଜ ଘରର ମନ୍ଦିରରେ ପୂଜା ଅର୍ଚନା କରନ୍ତି । ଯଦି ପୂଜା ଅର୍ଚନାର ଉପାୟ ଠିକ ହୋଇଥାଏ ତେବେ ଆପଣଙ୍କର ଜୀବନରେ ବହୁତ ସକାରତ୍ମକ ପ୍ରଭାବ ପଡିଥାଏ । ଯଦି ବାସ୍ତୁ ହିସାବରେ କହିଲେ ହନୁମାଙ୍କର ମୂର୍ତ୍ତି ଘରେ ସ୍ଥାପିତ କରିବା ବହୁତ ଶୁଭ ହୋଇଥାଏ । ଏବଂ ଏହା ଦ୍ଵାରା ଧନପ୍ରାପ୍ତି ମଧ୍ୟ ହୋଇଥାଏ ।

    ଯଦି ଆପଣ ବାସ୍ତୁ ଅନୁସାରେ ନିଜ ଘରର କାର୍ଯ୍ୟଳୟରେ ହନୁମାନଙ୍କର କିଛି ଏହିଭଳି ପ୍ରତିମା ସ୍ଥାପିତ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଉପରେ ହନୁମାନଙ୍କର କୃପା ଦୃଷ୍ଟି ରହିଥାଏ । ଏବଂ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯାଇଥାଏ । ଆଜି ଆମେ ଆପଣଙ୍କୁ ବାସ୍ତୁ ଆନୁସାରେ ହନୁମାନଙ୍କର ଏହିଭଳି କିଛି ପ୍ରତିମା ବିଷୟରେ ସୂଚନା ଦେବାକୁ ଯାଉଛୁ । ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ ହନୁମାନଙ୍କର କେଉଁ ପ୍ରତିମାକୁ ଘରେ ସ୍ଥାପିତ କରିବା ଉଚିତ ।

    ଯଦି ଆପଣ ନିଜର କାର୍ଯ୍ୟାଳୟରେ ମହାବଳୀ ହନୁମାନଙ୍କର ଯୁବ ଅବସ୍ଥାର ପ୍ରତିମା ଲଗାଉଛନ୍ତି ଏବଂ ତାଙ୍କୁ ହଳଦିଆ ରଙ୍ଗର ପୋଷାକ ଧାରଣ କରାଉଛନ୍ତି ତେବେ ଆପଣଙ୍କର କାର୍ଯ୍ୟ ଲଗାତର ବୁଦ୍ଧି ହେବ ।

    ଯଦି ଆପଣ ନିଜ ଘରେ ମହାବଳୀ ହନୁମାନଙ୍କର ମୁଦ୍ରା ଆଶୀର୍ବାଦ ଦେଉଥିବାର ପ୍ରତିମା ଲଗାଉଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତି ଆସିଥାଏ ।

    ଯଦି ଆପଣ ନିଜର ବୈଠକ ଘରେ ରାମ ଦରବାରର ଚିତ୍ର ଲଗାଉଛନ୍ତି ଯେଉଁଥିରେ ମହାବଳୀ ହନୁମାନ ନିଜ ହାତ ଯୋଡି ଭଗବାନ ରାମଙ୍କ ଚରଣରେ ବସିଛନ୍ତି, ଏହା ଦ୍ଵାରା ଆପଣଙ୍କ ପରିବାରର ଲୋକମାନଙ୍କ ମଧ୍ୟରେ ଭଲ ପାଇବା ରହିଥାଏ ।

    ଆପଣ ନିଜ ପିଲାମାନଙ୍କର ପଢା ଘରେ ହନୁମାନ ଲାଲୀ ରଙ୍ଗର ବସ୍ତ୍ର ପିନ୍ଧିଥିବେ ଏବଂ ହାତରେ ଗଦା ନେଇ ଆଶୀର୍ବାଦ ମୁଦ୍ରାରେ ଥିବା ପ୍ରତିମା ସ୍ଥାପିତ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କର ପିଲାମାନେ ଶାନ୍ତିରେ ରହିବେ ଏବଂ ତାଙ୍କ ମନ ପଢାରେ ବି ଲାଗି ରହିବ ।

    ଯଦି ଆପଣ ନିଜ ଘରର ମୁଖ୍ୟ ଦ୍ଵାରାରେ ପଞ୍ଚମୁଖୀ ହନୁମାନଙ୍କର ପ୍ରତିମା ଲଗାଉଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଘରେ କୌଣସି ବି ନକାରାତ୍ମକ ଊର୍ଜା ପ୍ରବେଶ କରିବ ନାହିଁ ।

    ଆପଣ ନିଜ ଘରେ ହନୁମାନଙ୍କର ଏହିଭଳି ପ୍ରତିମା ଲଗାନ୍ତୁ ଯେଉଁଥିରେ ହନୁମାନ ଭଗବାନ ଶ୍ରୀ ରାମଙ୍କର ସେବାରେ ଲୀନ ଥିବେ ଏବଂ ଭଗବାନ ରାମ ତାଙ୍କୁ ଆଶୀର୍ବାଦ ଦେଉଥିବେ, ଏହି ପ୍ରତିମାକୁ ସ୍ଥାପିତ କରିବା ଦ୍ଵାରା ଆପଣଙ୍କ ଘରେ ଧନର ବୁଦ୍ଧି ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ