Monday, October 19, 2026
21.9 C
Odisha

    ବିଚ୍ ଭଲିବଲ୍ ପ୍ରତିଯୋଗିତା, ଓଡ଼ିଆ ଖାଦ୍ୟ ପ୍ରେମରେ ବିଦେଶୀ ଖେଳାଳି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଆ ଖାଦ୍ୟ ପ୍ରେମରେ ବିଦେଶୀ ଖେଳାଳି। ଓଡ଼ିଆ ପରମ୍ପରାଗତ ଖାଦ୍ୟର ସ୍ୱାଦ ଉପଭୋଗ କରୁଛନ୍ତି ବିଦେଶୀ ଖେଳାଳି। କିଟରେ ଚାଲିଥିବା ବିଚ୍ ଭଲିବଲ୍ ମ୍ୟାଚ ଆସିଥିବା ବିଦେଶି ଖେଳାଳି ମାନେ ଓଡ଼ିଆ ଖାଦ୍ୟ ଖାଇ ବେଶ୍ ଆନନ୍ଦିତ ହୋଇଛନ୍ତି। ଖେଳାଳି ମାନେ ବିଶେଷ କରି ଦେଶୀ ନାଲି ଚାଉଳ ସହ ଚିକେନ ଓ ମିଠାରେ କ୍ଷୀରି, ରସାବଳି ଖାଉଛନ୍ତି। କେବଳ ଓଡ଼ିଆ ଖାଦ୍ୟ ନୁହେଁ ବିଭିନ୍ନ ଦେଶର ଖାଦ୍ୟ ପ୍ରସ୍ତୁତ କରି ଖେଳାଳି ମାନଙ୍କୁ ପରଶୂଛନ୍ତି କିଟ୍ ହସ୍ପିଟାଲ୍ ବିଭାଗ। ଏହାର ଦାୟିତ୍ବ ନେଇଛନ୍ତି ସିନିୟରିଟି ଅନିଲ ପଣ୍ଡାଙ୍କ ତୱବଧନାରେ ଏହି ସବୁ ଖାଦ୍ୟ ପ୍ରସ୍ତୁତ ହେଉଛି। ଏହା ସେଫ୍ ଦୀପକ କୁମାର ନାୟକ ଓ ତାଙ୍କ ଟିମ୍ ଏହାର ଦାୟିତ୍ବ ନେଇଛନ୍ତି। ସେ କହିଛନ୍ତି ମୋ ପାଇଁ ଏହା ଏକ ନୂଆଁ ସୁଯୋଗ। ଏହି ଦାୟିତ୍ବରେ ୪୦ ଉର୍ଦ୍ଧ୍ବ ସେଫ୍ ଖେଳାଳି ମାନଙ୍କୁ ଖାଦ୍ୟ ପ୍ରସ୍ତୁତ କରି ଦେଉଛନ୍ତି। ଏନେଇ ସେଫ୍ ଦୀପକ ନାୟକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ଵର ପ୍ରତିନିଧି ସୁମନ କୁମାର ରଣା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ