Tuesday, February 3, 2026
25.4 C
Odisha

    ବିଜେପିରେ ସାମିଲ ହେଲେ ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡଓ୍ବାଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡଓ୍ବାଲ ଶନିବାର ଅପରାହ୍ନରେ ବିଜେପି ରେ ସାମିଲ ହୋଇଛନ୍ତି। ଖୁବ୍‌ଶୀଘ୍ର ଦେଶରେ ଲୋକ ସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସେ ରାଜନୀତିରେ ପ୍ରବେଶ କରିଛନ୍ତି। ବିଜେପି ରେ ଯୋଗଦେଇ ଅନୁରାଧା କହିଛନ୍ତି, ସନାତନ ଧର୍ମ ସହ ଗଭୀର ସମ୍ପର୍କ ଥିବା ଲୋକମାନଙ୍କ ସହ ଯୋଡ଼ି ହୋଇ ଖୁସି ଲାଗୁଛି। ଫିଲ୍ମଜଗତ ପାଇଁ ଗାଇବା ସହ ଆଧ୍ୟାତ୍ମିକ ଗୀତ ବି ଗାଇଛି। ଯେଉଁ ସମୟରେ ରାମଲାଲାଙ୍କ ସ୍ଥାପନା କରାଗଲା, ସେଠାରେ ମୋତେ ଗାଇବାକୁ ସୁଯୋଗ ଦିଆଯାଇଥିଲା, ଏହା ମୋର ସୌଭାଗ୍ୟ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.4 ° C
    25.4 °
    25.4 °
    42 %
    1.8kmh
    20 %
    Tue
    30 °
    Wed
    30 °
    Thu
    32 °
    Fri
    32 °
    Sat
    32 °

    ସମ୍ବନ୍ଧିତ