Tuesday, September 29, 2026
23.6 C
Odisha

    ବିଦାୟ ନେଉଛି ୨୦୨୫, ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିବାକୁ ବିଭିନ୍ନ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଦାୟ ନେଉଛି ୨୦୨୫ ।  ଆସୁଛି ଇଂରାଜୀ ନୂଆବର୍ଷ ।  ଆଜି ଏବର୍ଷର ଶେଷ ସୂର୍ଯ୍ୟୋଦୟକୁ ମନଭରି ଉପଭୋଗ କରିଛନ୍ତି ଲୋକ ।  ଉଦିତ ସୂର୍ଯ୍ୟଙ୍କ ଆଭାରେ ଉଦଭାସିତ ହୋଇଥିଲା ଚାରିଆଡ଼ । ଚିକମିକ ଦିଶିଥିଲା ସମୁଦ୍ର ନୀଳ ଜଳରାଶି ।  ପୁରୀ, ମୁମ୍ବାଇ, ତାମିଲନାଡୁ, କନ୍ୟାକୁମାରୀ ଆଦି ସ୍ଥାନରେ ଲୋକଙ୍କ ଭିଡ଼ ଜମିଛି । ଇଂରାଜୀ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସଭିଏଁ ଉତ୍ସବ ମୁଖର ।  ପୂର୍ବ ଆକାଶରେ ସିନ୍ଦୂରା ଫିଟିବା ସହ ବିଭିନ୍ନ ବେଳାଭୂମି ଓ ପର୍ଯ୍ୟଟନ ସ୍ଥଳୀରେ ଭିଡ଼ ବଢ଼ିଛି । ପରିବାର ଓ ବନ୍ଧୁଙ୍କ ସହ ଭୋଜିଭାତ ପାଇଁ ଲୋକମାନେ ବୁଲି ଆସିଛନ୍ତି ।  ସକାଳେ ସ୍ନାନ କରି ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ବାଢ଼ିବା ନୂଆବର୍ଷରେ ଶାନ୍ତି,ସୁଖ ଓ ସମୃଦ୍ଧି କାମନା କରିଛନ୍ତି ଲୋକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ