Friday, August 28, 2026
29.8 C
Odisha

    ବୁଲୁଛି ହାତୀ, ଭୟଭୀତ ଗ୍ରାମବାସୀ

    ଆଗକୁ ପଢନ୍ତୁ

    ଆନନ୍ଦପୁର : ବୁଲୁଛି ହାତୀ, ଭୟଭୀତ ଗ୍ରାମବାସୀ । ସକାଳୁ ପୌର ପରିଷଦର ୭ ନମ୍ବର ୱାର୍ଡରେ ଦନ୍ତା ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇଛନ୍ତି । ଟୁଟୁ ମଲ୍ଲିକ ନାମକ ବ୍ୟକ୍ତି ଆମ୍ବ ତୋଳିବାକୁ ବାଡ଼ିକୁ ଯାଇଥିବା ବେଳେ ହାତୀକୁ ଦେଖିଥିଲେ । ହାତୀ ଟୁଟୁ ମଲ୍ଲିକଙ୍କ ସମେତ ଚିନୁ ନାୟକଙ୍କ ସାଇକେଲକୁ ଦଳି ଚକଟି ଦେଇଛି । ଖବର ପାଇ ଆନନ୍ଦପୁର ବନ ବିଭାଗ ପହଁଞ୍ଚି ହାତୀକୁ ଘଉଡ଼ାଇବାକୁ ପ୍ରୟାସ ଜାରି ରଖିଛି । ବର୍ତ୍ତମାନ ହାତୀଟି ହଦଗଡ଼ ହସ୍ତୀ ଅଭୟରଣ୍ୟ ମୁହାଁ ହୋଇଛି ।

    ଅନ୍ୟପଟେ, ଶୌଚ କରିବାକୁ ଯାଉଥିବା ବେଳେ ସାମ୍ନାକୁ ଆସିଲା ହାତୀ । ନିର୍ମମ ଭାବେ ବୃଦ୍ଧାଙ୍କୁ ମାରିଲା । ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଛଅ ଟିକିଆ ହାତୀ ଦଳ ଆସିଥିବା ବେଳେ ବନ ବିଭାଗ ତାଙ୍କୁ ଘଉଡାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.8 ° C
    29.8 °
    29.8 °
    70 %
    4.6kmh
    91 %
    Fri
    29 °
    Sat
    30 °
    Sun
    27 °
    Mon
    27 °
    Tue
    23 °

    ସମ୍ବନ୍ଧିତ