Monday, July 13, 2026
26.8 C
Odisha

    ବେଆଇନ LPG ଗ୍ୟାସ ଟାଙ୍କି କାରଖାନା ଠାବ, ରେଡ୍ ବେଳେ ୫୦୦ରୁ ଅଧିକ ଚୋରା ଗ୍ୟାସ୍ ଟାଙ୍କି ଜବତ

    ଆଗକୁ ପଢନ୍ତୁ

    ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଶୁଆଶୁନିରେ ଥିବା ବେଆଇନ ଏଲପିଜି ଗ୍ୟାସ ଟାଙ୍କି କାରଖାନା ଉପରେ ଯୋଗାଣ ବିଭାଗର ରେଡ୍ । ରେଡ୍ ବେଳେ କାରଖାନାରୁ ୫୦୦ରୁ ଅଧିକ ଚୋରା ଗ୍ୟାସ୍ ଟାଙ୍କି ଜବତ ହୋଇଛି । ଗୋଦାମରୁ ଏକ ଗ୍ୟାସ କନଭର୍ଟର ମେସିନ ମଧ୍ୟ ଜବତ ହୋଇଛି । କାରାଖାନାରେ ଘରୋଇ ଗ୍ୟାସକୁ କମର୍ସିଆଲ ଗ୍ଯାସରେ କନଭର୍ଟ କରି ପଶ୍ଚିମବଙ୍ଗକୁ ଚୋରାଚାଲାଣ କରାଯାଉଥିବା ସୂଚନା ମିଳିଛି । ଖବର ପାଇ ଜିଲ୍ଲା ଯୋଗାଣ ଅଧିକାରୀ ଅଚାନକ ଚଢାଉ କରିଥିବା ବେଳେ, କାରଖାନା ମାଲିକ ଦୀପ ଦାସ ଭିତର ପଟୁ ତାଲା ମାରି ଫେରାର ହୋଇଯାଇଛି । ଘରର ପଛପଟୁ କନଭର୍ଟର ମେସିନ ଓ ଟାଙ୍କି ସବୁ ଜବତ କରିଛି ଯୋଗାଣ ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.8 ° C
    26.8 °
    26.8 °
    70 %
    1.8kmh
    100 %
    Mon
    33 °
    Tue
    30 °
    Wed
    31 °
    Thu
    35 °
    Fri
    31 °

    ସମ୍ବନ୍ଧିତ