Tuesday, July 21, 2026
24.6 C
Odisha

    ବେକରେ ଭୁଜାଲି ଲଗେଇ ଲୁଟି ନେଲେ ୨୫ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର

    ଆଗକୁ ପଢନ୍ତୁ

    ଆଳି : ଘରଲୋକଙ୍କ ବେକରେ ଭୁଜାଲି ଲଗେଇ ଲୁଟି ନେଲେ ୨୫ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଖଣ୍ଡିଆପାଟଣା ଗାଁରେ ଧନେଶ୍ୱର ରାଉତଙ୍କ ଘରୁ ଗତକାଲି ରାତି ୮ଟା ସମୟରେ ଡକାୟତି ହୋଇଛି । ୧୨ଜଣ ଦୁର୍ବୃତ୍ତ ପଛପଟ ଦ୍ୱାର ଦେଇ ଘର ଭିରକୁ ପ୍ରବେଶ କରିଥିଲେ । ପରେ ଘରଲୋକଙ୍କ ବେକରେ ଭୁଜାଲି ଓ ତରୁଆଲ ଲଗେଇ ସମସ୍ତଙ୍କୁ ଏକ ଘରେ ପୁରାଇ ଦେଇଥିଲେ । ଏହାପରରେ ଘରେ ଥିବା ଗଡରେଜ ଲକର ଭାଙ୍ଗି ସୁନା, ରୁପା, ଓ ନଗଦ ୯୫ହାଜର ଟଙ୍କା ଲୁଟିନେଇ ଥିଲେ । ଲୁଟ ହୋଇଥିବା ସୁନା ଓ ରୁପା ଅଳଙ୍କାର ଆନୁମାନିକ ମୂଲ୍ୟ ପ୍ରାୟ ୨୫ଲକ୍ଷ ଟଙ୍କା ହେବ । ଏନେଇ ଆଳି ପୋଲିସକୁ ଖବର ଦିଆଯିବା ପରେ ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    91 %
    1kmh
    100 %
    Tue
    28 °
    Wed
    24 °
    Thu
    26 °
    Fri
    28 °
    Sat
    28 °

    ସମ୍ବନ୍ଧିତ