Friday, October 16, 2026
28.4 C
Odisha

    ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ, ଆସନ୍ତା ୨୨ରେ ଅନାସ୍ଥା ପାଇଁ ସ୍ଥିର ହୋଇଥିଲା ସ୍ୱତନ୍ତ୍ର ବୈଠକ

    ଆଗକୁ ପଢନ୍ତୁ

    ଧର୍ମଶାଳା: ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ । ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ପଞ୍ଚାୟତ ଜନପ୍ରତିନିଧି । ଆସନ୍ତା ୨୨ରେ ଅନାସ୍ଥା ପାଇଁ ସ୍ଥିର ହୋଇଥିଲା ସ୍ୱତନ୍ତ୍ର ବୈଠକ । ଏହା ପୂର୍ବରୁ ବଳବନ୍ତରାୟ ନିଜର ଇସ୍ତଫା ପତ୍ର ଧର୍ମଶାଳା ବିଡ଼ିଓଙ୍କ ନିକଟକୁ ପଠାଇଛନ୍ତି ।

    ପ୍ରଭାତ ହେଉଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସାନ ଭାଇ। ପ୍ରଭାତ ୨୦୧୭ରୁ ୨୦୨୨ ଏବଂ ୨୦୨୨ରୁ ଏଯାଏ ବିଜେଡିରୁ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରିଆସୁଥିଲେ। ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ପ୍ରଭାତ ବଳବନ୍ତରାୟ ଭିଡିଓ ବାର୍ତ୍ତା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.4 ° C
    28.4 °
    28.4 °
    73 %
    1.8kmh
    62 %
    Fri
    29 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ