Tuesday, October 6, 2026
28.6 C
Odisha

    ବ୍ୟବସାୟୀ ଓ ବିଲଡରଙ୍କ ଘରେ ଇଡି ରେଡ୍, ଆର୍ଥିକ ହେରଫେରକୁ କେନ୍ଦ୍ର କରି ଚଢଉ ହୋଇଥିବା ସନ୍ଦେହ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଇଡି ରେଡ୍ । ଏକାଧିକ ବ୍ୟବସାୟୀ ଓ ବିଲଡରଙ୍କ ଘରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି । ଲାଞ୍ଜିପଲ୍ଲି ଗଣେଶ ନଗରରେ ବିଲଡର କାଳୀ ଚରଣ ଦାସଙ୍କ ଘରେ ଚଢଉ ହୋଇଛି । ସେହିପରି ଲାଞ୍ଜିପଲ୍ଲି ଢିପ ସାହିର ଶରତ ବେହେରାଙ୍କ ଘରେ ରେଡ୍ କରିଛି ଇଡି । ଗତକାଲି ସନ୍ଧ୍ୟାରେ ଇଡିର ଏକାଧିକ ଟିମ୍ ବ୍ରହ୍ମପୁରରେ ପହଞ୍ଚି ଚଢାଉ କରିଛନ୍ତି । କେଉଁ କାରଣରୁ ଚଢଉ ହୋଇଛି ତାହା ଜଣାପଡିନି । ଆର୍ଥିକ ହେରଫେରକୁ କେନ୍ଦ୍ର କରି ଚଢଉ ହୋଇଥିବା ସନ୍ଦେହ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    75 %
    0.8kmh
    1 %
    Tue
    25 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ