Thursday, April 9, 2026
24.8 C
Odisha

    ଭଙ୍ଗାଯିବ ନ ତାଲା, ସେଚ ସଦନ ଓ ରାଜୀବ ଭବନ : ପୂର୍ତ୍ତମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭଙ୍ଗାଯିବ ନ ତାଲା, ସେଚ ସଦନ ଓ ରାଜୀବ ଭବନ । ଏସବୁ କୋଠା ଗୁଡିକ ବିପଦ ସଂକୁଳ ବୋଲି ଘୋଷଣା ହୋଇସାରିଛି । ତିନୋଟି ପର୍ଯ୍ଯାୟରେ ନିର୍ମାଣ ହେବ ନୂତନ ଲୋକସେବା ଭବନ । ପ୍ରଥମ ପର୍ଯ୍ଯାୟରେ ନିର୍ମାଣ ହେବ ଲୋକସେବା ଭବନର ମୁଖ୍ୟ ଅଫିସ । ପାୱାର ହାଉସ ଛକକୁ ଲାଗି ADM ଅଫିସ, OSEPA ଅଫିସ ପାଖରେ ହେବ ନୂତନ ଲୋକସେବା ଭବନ । ଏ ନେଇ ସୂଚନା ଦେଇଛନ୍ତି ପୃଥୀରାଜ ହରିଚନ୍ଦନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.8 ° C
    24.8 °
    24.8 °
    69 %
    0.8kmh
    36 %
    Thu
    37 °
    Fri
    37 °
    Sat
    39 °
    Sun
    42 °
    Mon
    41 °

    ସମ୍ବନ୍ଧିତ