Tuesday, April 7, 2026
27.6 C
Odisha

    ଭଡ଼ାଟିଆ ମହିଳାଙ୍କ ନାରକୀୟ କାଣ୍ଡ, କିରୋସିନି ଢ଼ାଳି ଘର ମାଲିକ ଦେହରେ ନିଆଁ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର  :  ଘର ମାଲିକ ଦେହରେ କିରୋସିନ ଢାଳି ନିଆଁ ଲଗାଇ ହତ୍ୟା କଲେ ଭଡାଟିଆ ମହିଳା। ଆଉ ଛଟପଟ ହୋଇ ଚାଲିଗଲା ବୃଦ୍ଧ ଘର ମାଲିକଙ୍କ ଜୀବନ। ହଁ ଏହି ହତ୍ୟାକାଣ୍ଡଟି  ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ସୁବାଷ ନଗରରେ ଘଟିଛି।ଆଉ ହତ୍ୟାକାଣ୍ଡର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବ୍ରହ୍ମପୁରରେ ଏକ ଭଡ଼ା ଘରେ ରହୁଥିଲେ ଜଣେ ମହିଳା।  ହେଲେ ମହିଳାଙ୍କୁ ବାହାରକୁ ଯିବାକୁ ଦେଉନଥିଲେ ଘର ମାଲିକ।

    କାରଣ ଘର ମାଲିକଙ୍କ ସନ୍ଦେହ ଥିଲା ମହିଳାଜଣଙ୍କର ପରକ୍ରୀୟା ପ୍ରୀତି ଚାଲିଛି। ତେଣୁ ତାଙ୍କୁ ଘରୁ ବାହାରକୁ ଯିବାକୁ ଦେଉନଥିଲେ।  ଏପରିକି ମହିଳାଙ୍କୁ ରାଜ୍ୟ ବାହାରେ ଥିବା ନିଜ ଝିଅ ଘରକୁ ବି ଛାଡୁ ନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ମହିଳା ଘର ମାଲିକ ଦେହରେ ନିଆଁ ଲଗାଇ ହତ୍ୟା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ SCBରେ ଘର ମାଲିକଙ୍କ ମୃତ୍ୟୁ ହୋଇଥିଲା। ଆଉ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। ପ୍ରେସମିଟରେ ଘଟଣା ଉପରୁ ପରଦା ଉଠାଇଲେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    54 %
    3kmh
    66 %
    Tue
    29 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ