Tuesday, March 24, 2026
35.6 C
Odisha

    ଭାଜପା ମନ୍ତ୍ରୀଙ୍କ ନବୀନଙ୍କୁ ଗିରଫ ଦାବି ହାସ୍ୟାସ୍ପଦ: ଅରୁଣ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କରିଥିବା ଦାବିକୁ ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ପୂର୍ବରୁ ଏଭଳି ଦାବି କରାଯିବାର କୌଣସି ନଜିର ନାହିଁ। ବିଧାନସଭା କିମ୍ବା ସଂସଦର ପ୍ରସିଡିଙ୍ଗ(ପ୍ରକ୍ରିୟା) ଚାଲୁଥିବା ବେଳେ ଗିରଫଦାରୀ କେବେହେଲେ ଦେଖି ନ ଥିବା ସେ କହିଛନ୍ତି। ପ୍ରକାଶ ଯେ, ମଙ୍ଗଳବାର ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ନବୀନଙ୍କୁ ଗିରଫ କରିବା ଆବଶ୍ୟକ ବୋଲି ମୁକେଶ ମହାଲିଙ୍ଗ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    19 %
    1.9kmh
    0 %
    Tue
    36 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ