Thursday, October 8, 2026
30.4 C
Odisha

    ଭାରତୀୟଙ୍କ ଉପରେ ପଡିବ ଏହି ପ୍ରଭାବ

    ଆଗକୁ ପଢନ୍ତୁ

    ଆମେରିକାରେ ନାଗରିକତାକୁ ନେଇ ବର୍ତ୍ତମାନ ଏହି ନିୟମ ରହିଛି ଯେ, ଯେଉଁମାନଙ୍କ ଅବିଭାବକ ଆମେରିକାରେ ରହୁଛନ୍ତି ସେମାନଙ୍କ ପିଲାମାନଙ୍କୁ ଆପେ ଆପେ ନାଗରିକତା ମିଳିଯିବ। ହେଲେ ଟ୍ରମ୍ପଙ୍କ ଅଫିସିଆଲ ୱେବସାଇଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ନୂଆ ସରକାର ଗଠନର ପ୍ରଥମ ଦିନ ହିଁ କିଛି ନିଷ୍ପତ୍ତି ଉପରେ ମୋହର ଲାଗିବ। ଯେଉଁଥିରେ ନାଗରିକତା ସମ୍ବନ୍ଧୀୟ ଆଇନ ଉପରେ ଚର୍ଚ୍ଚା ହେବ। ଯଦି ପ୍ରସ୍ତାବ ପାସ ହୋଇଗଲା ତେବେ ଏପରି ପିଲାମାନଙ୍କୁ ନାଗରିକତା ମିଳିବା କଷ୍ଟ ହୋଇଯିବ, ଯେଉଁମାନଙ୍କ ଅବିଭାବକ ଆମେରିକୀୟ ନାଗରିକ ନୁହଁନ୍ତି। ଏହି ନିୟମର ପ୍ରଭାବ ସେହି ଲୋକଙ୍କ ଉପରେ ପଡିବ, ଯେଉଁମାନେ ଭାରତବଂଶୀ ଆମେରିକାରେ ରହୁଛନ୍ତି। ଭାରତୀୟ ବଂଶୋଦ୍ଭର ୪୮ ଲୋକେ ଆମେରିକାରେ ବାସ କରୁଛନ୍ତି, ଏପର୍ଯ୍ୟନ୍ତ ସମସ୍ତ ଲୋକେ ନିଶ୍ଚିତ ଥିଲେ ଯେ, ସେମାନଙ୍କ ପିଲାମାନଙ୍କୁ ଆମେରିକାର ନାଗରିକତା ମିଳିଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.4 ° C
    30.4 °
    30.4 °
    58 %
    3.2kmh
    4 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ