Monday, August 3, 2026
30.3 C
Odisha

    ନିର୍ବାଚନ ଜିତିବା ମାତ୍ରେ ଆକ୍ସନ ମୋଡରେ ଟ୍ରମ୍ପ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମେରିକାରେ ଟ୍ରମ୍ପ ପୁଣିଥରେ ନିର୍ବାଚନ ଜିତିଛନ୍ତି। କମଲା ହାରିସଙ୍କୁ ବହୁମତରେ ହରାଇ ରେକର୍ଡ ସୃଷ୍ଟି କରିଛନ୍ତି। କୁହାଯାଉଛି ଯେ, ଟ୍ରମ୍ପଙ୍କ ବିଜୟରେ ଭାରତୀୟଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି। କାରଣ ଯେଉଁ ଅଞ୍ଚଳରେ ଭାରତୀୟ ଲୋକେ ରହୁଛନ୍ତି, ସେହିଠାରୁ ଟ୍ରମ୍ପଙ୍କୁ ଅଧିକ ଭୋଟ ମିଳିଛି। କିନ୍ତୁ ଟ୍ରମ୍ପଙ୍କ ଏହି ବିଜୟ ଭାରତୀୟଙ୍କ ପାଇଁ ବିପଦ ସୃଷ୍ଟି କରିବା ନଜର ଆସୁଛି। ମିଳିଥିବା ସୂତ୍ରର ଦାବି ଅନୁଯାୟୀ, ଆମେରିକାରେ ନାଗରିକତାକୁ ନେଇ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। କାରଣ ନିର୍ବାଚନ ପ୍ରଚାରରେ ଟ୍ରମ୍ପ କହିଥିଲେ ଯେ, ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ସେ ନାଗରିକତା ନିୟମରେ ପରିବର୍ତ୍ତନ କରିବେ, ବର୍ତ୍ତମାନ ଭାରତୀୟଙ୍କୁ ଏହି ଭୟ ଡରାଉଛି। ସେଠାରେ ଭାରତୀୟ ଲୋକଙ୍କ ନାଗରିକତା ବିପଦରେ ପଡିପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.3 ° C
    30.3 °
    30.3 °
    74 %
    0.5kmh
    91 %
    Mon
    30 °
    Tue
    31 °
    Wed
    31 °
    Thu
    27 °
    Fri
    30 °

    ସମ୍ବନ୍ଧିତ