Thursday, November 13, 2025
14.4 C
Odisha

    ଭାରତୀୟ ସେନାକୁ ସମ୍ମାନିତ କରିବ ବିସିସିଆଇ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :  ପହଲଗାଓଁ ଘଟଣାରେ ଅପରେସନ ସିନ୍ଦୂରର ସଫଳତା ପାଇଁ ଭାରତୀୟ ସେନାକୁ ସମ୍ମାନିତ କରିବ ବିସିସିଆଇ । ଆଇପିଏଲ ସମାପନୀ ଉତ୍ସବରେ କାର୍ଯ୍ୟକ୍ରମରେ ସାମିଲ ହେବେ ୩ ସେନା ପ୍ରମୁଖ । ଜୁନ ୩ ଆଇପିଏଲ ଫାଇନାଲ ମ୍ୟାଚ୍‍ ପୂର୍ବରୁ ବିଶେଷ ଆୟୋଜନ କରିବ ବିସିସିଆଇ । ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତୀୟ ସେନା ଦ୍ୱାରା ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନରେ ଆତଙ୍କୀଙ୍କ ଆଡ୍ଡାକୁ ଧୂଳିସାତ କରିଥିଲେ । ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ । ଭାରତୀୟ ସେନାର ପରାକ୍ରମକୁ ନେଇ ସବୁଠି ପ୍ରଶଂସା କରାଯାଉଥିବା ବେଳେ ସେନାକୁ ସବୁଠି ସମ୍ମାନିତ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.4 ° C
    14.4 °
    14.4 °
    54 %
    1.7kmh
    0 %
    Wed
    14 °
    Thu
    25 °
    Fri
    25 °
    Sat
    25 °
    Sun
    26 °

    ସମ୍ବନ୍ଧିତ