Sunday, September 13, 2026
28.7 C
Odisha

    ଭିଜିଲାନ୍ସ ଜାଲରେ ଆଇଟିଡିଏର ପୂର୍ବତନ AE, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

    ଆଗକୁ ପଢନ୍ତୁ

    କୋରାପୁଟ : ଭିଜିଲାନ୍ସ ଜାଲରେ ଆଇଟିଡିଏର ପୂର୍ବତନ AE । ଆକ୍ସନ ମୋଡ଼ରେ ଜୟପୁର ଭିଜିଲାନ୍ସ । କୋରାପୁଟ ପୂର୍ବତନ ITDA ରେ ଆସିଷ୍ଟାଣ୍ଡ ଏଗଜ୍ୟୁକେଟିଭ୍ ଇଞ୍ଜିନିୟର ସଞ୍ଜୟ କିସପଟାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ୱର, ଜୟପୁର ଓ ରାଉରକେଲାରେ ଚଢ଼ାଉ କରୁଛି ଟିମ୍ । ବାବୁ ଜଣଙ୍କ ଆଇଟିଡିଏରୁ ଅବସର ନେବା ପରେ ଵର୍ତମାନ ଭୁବନେଶ୍ୱର OCLରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି l ଭିଜିଲାନ୍ସର ମୋଟ ୪ଟି ଟିମ୍ ଭୁବନେଶ୍ୱର କାର୍ଯ୍ୟଳୟ, ରାଉରକେଲା ପୈତୃକ ଘର ସମେତ କୋରାପୁଟର ଦୁଇଟି ସ୍ଥାନରେ ଯାଞ୍ଚ କରୁଛି ଭିଜିଲାନ୍ସ । କୋରାପୁଟ ଭଡା ଘର ଏବଂ ଏକ ହୋଟେଲରେ ପଚରା ଉଚରା କରୁଛି ଜୟପୁର ଭିଜିଲାନ୍ସର ଦୁଇଟି ଟିମ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ