Monday, January 12, 2026
27.3 C
Odisha

    ଭିଜିଲାନ୍ସ ଜାଲରେ ଲେଡି IIC, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

    ଆଗକୁ ପଢନ୍ତୁ

    ଲକ୍ଷ୍ମୀପୁର : ଭିଜିଲାନ୍ସ ଜାଲରେ ଲେଡି IIC ।  ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା IIC ସୁକୁମା ହାଁସଦା ।  ୨୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ ।  କେସ୍ ଡାଏରୀ ଦାଖଲ ପାଇଁ ନେଉଥିଲେ ଲାଞ୍ଚ ।  ଜୟପୁର ଭିଜିଲାନ୍ସ DSPଙ୍କ ନେତୃତ୍ବରେ ଥାନା ଓ ଘରେ ଚାଲିଛି ରେଡ୍ ।  କୋରାପୁଟ ଜିଲ୍ଲା ଦସମନ୍ତପୁର ଥାନା ଆଇଆଇସି ସୁକୁମା ହାଁସଦାଙ୍କୁ ଆଜି ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଥାନା ଭିତରେ ଧରିଥିଲେ ଭିଜିଲାନ୍ସ ଟିମ ।  ମିଳିଥିବା ସୂଚନା ଅନୁଯାୟୀ, ମୁର୍କାର ପଞ୍ଚାୟତ ବିରିଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.3 ° C
    27.3 °
    27.3 °
    18 %
    2.5kmh
    0 %
    Mon
    25 °
    Tue
    28 °
    Wed
    28 °
    Thu
    30 °
    Fri
    30 °

    ସମ୍ବନ୍ଧିତ