Sunday, October 4, 2026
30.6 C
Odisha

    ଭିନେଶଙ୍କୁ ମିଳିବ ରୌପ୍ୟ ପଦକ! ଆଜି ଏହି ସମୟରେ ଆସିବ ଫାଇନାଲ ନିଷ୍ପତ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭିନେଶ ଫୋଗଟ ମାମଲାରେ କୋର୍ଟ ଅଫ ଆର୍ବିଟ୍ରେସନ ଫର୍‌ ସ୍ପୋର୍ଟସ (ସିଏଏସ୍‌)ରୁ ପୂରା ଦେଶ ନ୍ୟାୟ ଆଶା କରୁଛି। ଆଜି ସିଏଏସ୍‌ ଭିନେଶଙ୍କ ମାମଲାରେ ନିଷ୍ପତ୍ତି ଦେବ। କୁହାଯାଉଛି ଯେ ଏହି ନିଷ୍ପତ୍ତି ଭାରତୀୟ ସମୟ ଅନୁଯାୟୀ ରାତି ୯.୩୦ ରେ ଆସିବ।
    ଅଗଷ୍ଟ ୯ରେ, ସିଏଏସ୍‌ରେ ଭିନେଶ ଫୋଗଟଙ୍କ ମାମଲାରେ ପ୍ରାୟ ତିନି ଘଣ୍ଟା ଧରି ବିତର୍କ ହୋଇଥିଲା। ଦେଶର ଜଣାଶୁଣା ଓକିଲ ହରିଶ ସାଲଭେଙ୍କ ଦ୍ୱାରା ଭିନେଶଙ୍କ ମାମଲା ପରିଚାଳନା କରାଯାଉଥିଲା। ତେବେ ମାମଲାର ଶୁଣାଣି ସମାପ୍ତ ହେବା ପରେ ସିଏଏସ୍‌ ଭିନେଶଙ୍କ ତିନୋଟି ପ୍ରଶ୍ନର ଉତ୍ତର ମାଗିଛି। ମିଡିଆ ରିପୋର୍ଟ ଅନୁଯାୟୀ, କେବଳ ଭିନେଶଙ୍କ ଉତ୍ତର ଆଧାରରେ ସିଏଏସ୍‌ ଏହାର ନିଷ୍ପତ୍ତି ଦେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ