Thursday, October 1, 2026
22.7 C
Odisha

    ଭୁବନେଶ୍ବରରୁ ୫ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପଣ୍ଡ ହେଲା ଡକାୟତ ଯୋଜନା । ୫ ଡକାୟତ ଗିରଫ । ଏହି ଡକାୟତ ମାନଙ୍କୁ ଗିରଫ କରଛି ମଞ୍ଚେଶ୍ୱର ଥାନା ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଦୁଇଟି ଛୁରି, ଗୋଟିଏ ଭୁଜାଲି ସହ ଲୁହା ରଡ ଜବତ କରିଛି ପୋଲିସ । ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବାହାର ରାଜ୍ୟରୁ ମାଲ ନେଇ ଆସୁଥିବା ଟ୍ରକକୁ କରୁଥିଲେ ଟାର୍ଗେଟ । ଏମାନଙ୍କ ନାଁରେ ରାଜଧାନୀର ଅନେକ ଥାନାରେ ରହିଚି ଅପରାଧିକ ମାମଲା । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯୋନ୍ ୫ ଏସିପି ଗୌତମ କିଷାନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    35 %
    Thu
    30 °
    Fri
    30 °
    Sat
    30 °
    Sun
    31 °
    Mon
    31 °

    ସମ୍ବନ୍ଧିତ