Sunday, April 12, 2026
25.2 C
Odisha

    ଭୁବନେଶ୍ବର ଏୟାରପୋର୍ଟ DGMO ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ବର   :  ଭୁବନେଶ୍ୱର  ଏୟାରପୋର୍ଟ DGMO ଗିରଫ । ଏୟାର ହଷ୍ଟେସଙ୍କୁ ଲଭ୍-ସେକ୍ସ-ଧୋକା ଅଭିଯୋଗରେ ଭୁବନେଶ୍ବର ଏୟାରପୋର୍ଟ DGMO ଉମାକାନ୍ତ ପଟେଲଙ୍କୁ ବାନ୍ଧିଲା ପୋଲିସ । ମିଛ କଥା କହି ଅବୈଧ ସମ୍ପର୍କ ରଖିଥିବା ହୋଇଛି ଅଭିଯୋଗ ।

    ଏୟାର ହଷ୍ଟେସଙ୍କ ଗର୍ଭପାତ ବି କରାଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି। ବିବାହିତ ହୋଇ ବି ଏୟାର ହଷ୍ଟେସଙ୍କ ସହ ସମ୍ପର୍କ ରଖିଥିଲେ DGMO ଉମାକାନ୍ତ ପଟେଲ। ଘରୋଇ ଏୟାରଲାଇନ୍ସର ଜଣେ ଯୁବତୀଙ୍କୁ ପ୍ରତାରଣା କରି ଗିରଫ ହୋଇଛନ୍ତି DGMO ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    17 %
    1.7kmh
    0 %
    Sat
    25 °
    Sun
    40 °
    Mon
    41 °
    Tue
    42 °
    Wed
    44 °

    ସମ୍ବନ୍ଧିତ